This browser does not support the video element.
କୁଚିଣ୍ଡା: କୁଚିଣ୍ଡା ମନ୍ଦିର ଛକ ସମେତ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଓ ନୂଆଖାଇ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
Kochinda, Sambalpur | Aug 28, 2025
କୁଚିଣ୍ଡା ସ୍ଥିତ ମନ୍ଦିର ଛକ, ପାରୁଆଭାଡ଼ି ଓ ସାଟକମା ଠାରେ ନୂଆଖାଇ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଉଭୟ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ ଉତ୍ସାହିତ କରିଥିଲେ। ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ୯ ଟା ସମୟରେ କୁଚିଣ୍ଡା ସ୍ଥିତ ମନ୍ଦିର ଛକ ଠାରେ ଗଣେଶ ପୂଜା ଓ ନୂଆଖାଇ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।