Install App
rajesh223637
This browser does not support the video element.
ସୋନପୁର: ଆସନ୍ତାକାଲି ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ୟୋଲ ୱାର୍ନିଙ୍ଗ ଜାରି, ଜିଲ୍ଲାରେ ବିଜୁଳି ଘଡଘଡି ଶହ ବର୍ଷର ସମ୍ଭାବନା
Sonapur, Subarnapur (Sonepur) | Oct 1, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨ ଘଣ୍ଟା ସମୟରେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାକୁ ୟୋଲ ୱାର୍ନିଙ୍ଗ ଜାରି କରାଯାଇଛି l ଏହି କ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ଶହ ବର୍ଷାର ସମ୍ଭାବନା ରହିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!