Download Now Banner

This browser does not support the video element.

ରେଢାଖୋଲ: କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାବିନେଟ ରେ ଅନୁମୋଦନ ପରେ ଭୀମଭୋଇ ଛକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଅର୍ପଣ ସମାବେଶ

Rairakhol, Sambalpur | Oct 5, 2025
ରେଢ଼ାଖୋଲ ରେ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାବିନେଟ ରେ ଅନୁମୋଦନ ପରେ ଭୀମଭୋଇ ଛକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଅର୍ପଣ ସମାବେଶ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ହେବ କେନ୍ଦ୍ରୀୟ ବିଦ୍ୟାଳୟ ରେଢ଼ାଖୋଲ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦୀର୍ଘଦିନରୁ କରିଆସୁଥିବା ଦାବି ପୂରଣ ହୋଇଛି ।‌ କେନ୍ଦ୍ର କ୍ୟାବିନେଟ ରେ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଘୋଷଣା କରିଛନ୍ତି । ଓଡ଼ିଶାରେ ୬ ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେବ ସେଥିମଧ୍ୟରୁ ରେଢ଼ାଖୋଲ ରେ ମଧ୍ୟ ହେବ ବୋଲି ସୂଚନା ମିଳିଛି ।
Read More News
T & CPrivacy PolicyContact Us