Download Now Banner

This browser does not support the video element.

ଜୟପୁର: ଗଣ ବଳତ୍କାର ମାମଲା ଧନପୁର ଅଂଚଳ ରୁ ଗିରଫ କଲା ଜୟପୁର ମହିଳା ପୋଲିସ

Jeypore, Koraput | Sep 8, 2025
ଜୟପୁର ସଦରଥାନା ଅଞ୍ଚଳ ରେ ୨ ବିବାହିତାଙ୍କୁ ଦୁଇ ଅଭିଯୁକ୍ତ ରାସ୍ତାରୁ ବାଇକ ଯୋଗେ ଉଠାଇ ନେଇ ବଳାତ୍କାର କରିଥିବା ମାମଲାରେ ଆଜି ମହିଳା ପୁଲିସ ଦୁଇଜଣକୁ ଗିରଫ କରି ସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରିଛି। ଦୁଇ ଅଭିଯୁକ୍ତ ହେଲେ ଧନପୁର ଗ୍ରାମର ସୁକୁରୁ ଗାଦବା ଓ ଜୟରାମ ହରିଜନ। ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ କରି ଆଜି ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ମହିଳା ଥାନା ଅଧିକାରୀ ଅଶ୍ରୀତା ଖାଲ୍କୋପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us