Download Now Banner

This browser does not support the video element.

ନର୍ଲା: ନର୍ଲା ସ୍ଥିତ ଗଉଡ ପଡା ର ଗଣେଷ ମୂର୍ତ୍ତି ବିସର୍ଜନ ଉତ୍ସବ ପାଳନ ।

Narala, Kalahandi | Sep 8, 2025
ଗତ ଚତୁର୍ଦ୍ଦଶୀ ଦିନ ଗଣେଷ ପୂଜା ପାଳନ ହେଉଥିବା ବେଳେ ନର୍ଲା ର ବିଭିନ୍ନ ପଡା ମାନଙ୍କରେ ଗଣେଷ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଥିଲା ଆଜି ସୋମବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟ ରୁ ରାତ୍ର ଆଠ ଘଣ୍ଟା ସମୟ ପର୍ଯ୍ୟନ୍ତ ଗଉଡ ପଡା ଠାରେ ଗଣେଷ ମୂର୍ତ୍ତି ବିସର୍ଜନ ଉତ୍ସବ ଧୁମ୍ ଧାମରେ ପାଳନ କରାଯାଇଥିଲା ଓ ମୂର୍ତ୍ତୀ କୁ ବିସର୍ଜନ କରାଯାଇଥିଲା
Read More News
T & CPrivacy PolicyContact Us