This browser does not support the video element.
ଅତାବିରା: ଭେଡେନ ଦନ୍ତୀ ନଦୀରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ
Attabira, Bargarh (Baragarh) | Sep 8, 2025
ଆଜି ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଭେଡେନ ଦନ୍ତା ନଦୀରେ ବୁଡିଯାଇ ୧୩ ବର୍ଷିଆ ନାବାଳକ ସ୍ବାଧିନ ଭୁକ୍ତାକଂ ମୃତ୍ୟୁ ଘଟିଥିବା ସୂଚନା ମିଳିଛି |