This browser does not support the video element.
ରେମୁଣା: ରୋଷେଇ କରୁଥିବା ସମୟରେ ରେମୁଣା ଶିମିଳିପାଳ ଗାଁ ର ବଳରାମ ସିଂ ବଜ୍ରପାତ ରେ ମୃତ
Remuna, Balasore | Jul 14, 2025
କାଳ ସାଜିଲା ବଜ୍ରପାତ ରୋଷେଇ କରୁଥିବା ସମୟରେ ବଜ୍ରପାତରେ ଯୁବକ ମୃତ।ମୃତ ଯୁବକ ଜଣକ ହେଲେ ରେମୁଣା ଶିମିଳିପାଳ ଗାଁ ର ବଳରାମ ସିଂ। ବଳରାମ ରୋଷେଇ କରୁଥିବାବେଳେ ସୋମବାର ଅପରାହ୍ନ ୩ଘଟିକାରେ ବଜ୍ରପାତ ରେ ଆହତ ହୋଇ ଫକୀର ମୋହନ ମେଡିକାଲ କଲେଜକୁ ଅଣାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।