Install App
sushantpattnayak1983
This browser does not support the video element.
ଛତ୍ରପୁର: କାର ମାଲିକଙ୍କ ଗାଡି ଭଡାରେ ନେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, ଭୁବନେଶ୍ୱରରୁ ଅଭିଯୁକ୍ତ ଗିରଫ କଲା ବ୍ରହ୍ମପୁର ସଦର ଥାନା ପୋଲିସ
Chhatrapur, Ganjam | Sep 3, 2025
ଏକାଧିକ କାର ମାଲିକଙ୍କ ଗାଡି ଭଡାରେ ନେଇ ଏବଂ ବିନା ସମ୍ମତିରେ ବନ୍ଧକ ରଖି ଠକେଇ କରିଥିବା ଅଭିଯୋଗରେ ସଦର ଥାନା ପୁଲିସ ଜଣେ ଯୁବକଙ୍କୁ ବୁଧବାର ଅପରାହ୍ନରେ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ କୁକୁଡାଖଣ୍ଡି ସୂର୍ଯ୍ୟନଗରର ଶରତ ଚନ୍ଦ୍ର ତ୍ରିପାଠିଙ୍କ ପୁଅ ସଂଗ୍ରାମ ତ୍ରିପାଠୀ (୩୪)। ସଂଗ୍ରାମକୁ ଭୁବନେଶ୍ୱରରୁ ଗିରଫ କରାଯାଇଥିବା ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!