This browser does not support the video element.
ଜମନକିରା: ଟିକିଲିପଡ଼ା ମହାମାଇ ମନ୍ଦିର ନିକଟରେ କାର ଦୁର୍ଘଟଣା, ଚାଳକ ଆହତ
Jamankira, Sambalpur | Sep 21, 2025
ଟିକିଲିପଡ଼ା ଓ ଅର୍ଜୁନପାଲି ମଧ୍ୟରେରେ ଥିବା ମହାମାଇ ମନ୍ଦିର ସମ୍ମୁଖରେ ଏକ ରବିବାର ଦିନ ଏକ ମାରୁତି ସ୍ବିଫ୍ଟ ଡିଜାୟାର କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଉକ୍ତ କାର ଟିକିଲିପଡ଼ା ରୁ ଜମନକିରା ପଟକୁ ଆସୁଥିବା ସମୟରେ କୌଣସି କାରଣ ରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବା ସହ ରାସ୍ତା କଡ ଜଙ୍ଗଲ ରେ ପଶିଯାଇଥିଲା। ହୋଇଥିଲା। ଏହି ଦୁର୍ଘଟଣା ରେ କାର ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ ପାଖରେ ଥିବା ଅଞ୍ଚଳବାସି ଘଟଣା ସ୍ଥାନକୁ ପହଁଞ୍ଚି ଚାଳକଙ୍କୁ ଉଦ୍ଧାର କରିଥିଲେ।