Download Now Banner

This browser does not support the video element.

ବଲାଙ୍ଗୀର: ଜାମ ଗାଁ ଅଞ୍ଚଳରେ ସର୍ପ ଦଂଶନ, ଜଣେ ମେଡ଼ିକାଲ୍ ରେ ଭର୍ତ୍ତି

Balangir, Balangir | Aug 25, 2025
ଜାମ ଗାଁ ଅଞ୍ଚଳରେ ଜଣେ ବ୍ୟକ୍ତି ସର୍ପ ଦଂଶନରେ ମେଡ଼ିକାଲ୍ ରେ ଭର୍ତ୍ତି ହୋଇଛନ୍ତି। ସେ ହେଲେ ଜଗଦାନନ୍ଦ ଦାଙ୍ଗ ବୋଲି ଜଣାପଡିଛି। ସେ ସୋଇଥିବା ସମୟରେ ହଟାତ୍ ସାପ କାମୁଡ଼ାରେ ପଡ଼ିଥିଲେ। ଘଟଣା ପରେ ସେଙ୍କୁ ତୁରନ୍ତ ରାତି ୯ଟା ସମୟରେ ବଲାଙ୍ଗୀର ମେଡ଼ିକାଲ୍ କଲେଜ୍ ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି।
Read More News
T & CPrivacy PolicyContact Us