Download Now Banner

This browser does not support the video element.

ରେଢାଖୋଲ: ଭୀମଖୋଜ ଠାରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Rairakhol, Sambalpur | Oct 3, 2025
ଭୀମଖୋଜ ଠାରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ ଭୀମଖୋଜ ଗ୍ରାମର ଖେଳ ପଡ଼ିଆରେ ଶୁକ୍ରବାର ସକାଳେ ୨୩ ତମ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠ ଟି ଦଳ ଭାଗନେଇ ଖେଳିଥିବା ବେଳେ ଫାଇନାଲ ମ୍ୟାଚ ଟି କଂସର ଓ ଆମକୁନି ମଧ୍ୟରେ ଖେଳ ଯାଇଥିଲେ ।‌ଆମକୁନି ଦଳ ଚମ୍ପିୟାନ ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଭୀମଖୋଜ ଫରେଷ୍ଟର ପ୍ରଫୁଲ୍ଲ ରଞ୍ଜନ ବରୁଆ ଯୋଗଦେଇ ଚମ୍ପିୟାନ ଓ ରନସ‌ଅପ ଦଳକୁ ପୁରସ୍କୃତ କରିଥିଲେ ।
Read More News
T & CPrivacy PolicyContact Us