Download Now Banner

This browser does not support the video element.

ବିରିଡି: ବାସନ୍ଦରାରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା, ସରୁନି ପାଣି ଟାଙ୍କି ନିର୍ମାଣ, ମଙ୍ଗଳବାର ମଧ୍ୟାହ୍ନ ୧ଟାରେ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ

Biridi, Jagatsinghpur | Apr 2, 2024
ବାସନ୍ଦରାରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ଉକ୍ତ ଗ୍ରାମରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା, ଏହା ଉପରେ ମଙ୍ଗଳ ବାର ମଧ୍ୟାହ୍ନ ୧ଟାରେ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ ଶିବପ୍ରସାଦ ଜେନା, ସରୋଜ ଜେନା ପ୍ରଭୃତି
Read More News
T & CPrivacy PolicyContact Us