This browser does not support the video element.
ବୌଦ୍ଧ ସଦର: ଜିଆକଟା ନିକଟରେ ବେଆଇନ ବାଣ ବିସ୍ଫୋରଣ ଘଟଣାରେ ଅତିରିକ ଚିକିତ୍ସା ଅଧିକାରୀଙ୍କ ପ୍ରତିକ୍ରିୟା
Baudh Sadar, Boudh (Bauda) | Sep 21, 2025
ବୌଦ୍ଧ ପୁରୁନାକଟକ ଥାନା ନିକଟସ୍ଥ ଜିଆଁକଟା ନିକଟରେ ଥିବା ବେଆଇନ ବାଣ ଗୋଦାମ୍ ହତାଟ୍ ଘଟିଛି ଏଭଳି ଭୟାନକ ଦୁର୍ଘଟଣା । ଘରେ ବାଆଁ ଥିବା ବେଳେ ଲାଗିଥିଲା ନିଆଁ, ଘର ସଂପୂର୍ଣ୍ଣ ଧ୍ଵଂସ, ଆଖ ପାଖରେ ଥିବା ସମସ୍ତ ସାମଗ୍ରୀ ଧ୍ଵଂସ ସହ ସ୍ଥିତି ଏଭଳି ଥିଲା ଜେ କ୍ଷଣକେ ସବୁ ଧନଶ ହେବା ସହିତ ବିସ୍ପୋରଣ ଶବ୍ଦ ଏତେ ଭୟଙ୍କର ଥିଲା ପୁରୁଣା କଟକ ସହର ଥରି ଉଠିଥିଲା l ଦେହ ଖଣ୍ଡ ବିଖଣ୍ଡିଟ ହୋଇଯାଇଛି