Download Now Banner

This browser does not support the video element.

ଓରିଏଣ୍ଟ: ଲମଟିବାହାଲ ସ୍ଥିତ ଜ୍ୟୋତି କ୍ଲବ ଠାରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମକୁ ନେଇ ଏକ ବୈଠକ ଅନୁଷ୍ଠିତ

Orient, Jharsuguda | Aug 26, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌର ପରିଷଦ ଅନ୍ତର୍ଗତ ଲମଟିବାହାଲ ସ୍ଥିତ ଜ୍ୟୋତି କ୍ଲବ ଠାରେ ଆଜି ଦିନ ତିନିଟା ସମୟରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡା ଜିଲ୍ଲା ନିଯୁକ୍ତି କାର୍ଯ୍ୟଳୟ ଅଧିକାରୀ ସଂଗୀତା ମେହେର, ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ହେଣ୍ଡିକ୍ରାଫ୍ଟ ମୋନାଲିସା ପଟେଲ, ରାଜଶ୍ରୀ ଗିରି, ସ୍ନେହା ଗବାଇ ପ୍ରମୁଖ ଏଥିରେ ଉପସ୍ଥିତ ରହି ଆଲୋଚନା କରିଥିବା ବେଳେ ବ୍ରଜରାଜନଗର ପୌର ପରିଷଦ ଅଧକ୍ଷ ଗୋପାଳ ସୀତାନି ମଧ୍ୟ ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us