This browser does not support the video element.
ଜୁଜୁମୁରା: ପ୍ରବଳ ବର୍ଷା ପାଇଁ ହାତୀବାରି ବସିଆପଡା ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ
Jujomura, Sambalpur | Aug 22, 2025
ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ହାତୀବାରି ଠାରୁ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ ବସିଆପଡା ଗ୍ରାମକୁ ପୁନିଆ ରପଟା ଠାରେ ଶୁକ୍ରବାର ସକାଳେ ଉପର ମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ଅଧିକ ପାଣି ଆସିଥିବା କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ବ୍ରିଜ ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଏକ ବିରାଟ ଗଛ ମଧ୍ୟ ରାସ୍ତା ଉପରେ ପଡିରହିଛ । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ସ୍କୁଲ କଲେଜ ଛାତ୍ର ଛାତ୍ରୀ ଯାଇପାରି ନାହାନ୍ତି ।