Download Now Banner

This browser does not support the video element.

ଜୁଜୁମୁରା: ଆମଲିପାଣି ଛକରେ ୩ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

Jujomura, Sambalpur | Aug 24, 2025
ସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଆମଲିପାଣି ଛକରେ ରବିବାର ସକାଳେ ତିନୋଟି ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଗୋଟିଏ ଟ୍ରକର ହେଲପର ଆହାତ ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ ସମ୍ବଲପୁର ପଟରୁ ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ ଦ୍ରୁତ ଗତିରେ ଥିବାରୁ ଡିଭାଇଡର ଉପରେ ଚଢି ଯାଇଥିଲା । ତେବେ ସେହି ଟ୍ରକ୍ ର ପଛରେ ଅନ୍ୟ ଦୁଇଟି ଟ୍ରକ୍ ମଧ୍ୟ ଦ୍ରୁତ ଗତିରେ ବେପରୁଆ ଭାବେ ଗାଡି ଚାଲାଇ ଆସୁଥିବାରୁ ଯୋଗୁଁ ଦୁର୍ଘଟଣା ହୋଇଛି ‌।
Read More News
T & CPrivacy PolicyContact Us