Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ସୁଣ୍ଢିଗାଁ ବିଦ୍ୟାଳୟ ଉଦଘାଟନ କଲେ ସାଂସଦ
Phulabani Town, Kandhamal | Aug 24, 2025
ଆଜି ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଫିରିଙ୍ଗିଆ ବ୍ଲକର ସୁଣ୍ଢିଗାଁ ପ୍ରାଥମିକ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦଘାଟନ କଲେ ସାଂସଦ. ଏହି ଭିତ୍ତିଭୂମି ଦ୍ୱାରା ଅଞ୍ଚଳର ଛାତ୍ରୀମାନେ ବିଶେଷ ଉପକୃତ ହେବା ସହ ଶିକ୍ଷାପ୍ରତି ସେମାନଙ୍କର ଆଗ୍ରହ ବହୁଗୁଣିତ କରିବ ବୋଲି ଵିଧାୟକ ମତବ୍ୟକ୍ତ ପ୍ରଦାନ କରିଥିଲେ.
Share
Read More News
T & C
Privacy Policy
Contact Us
Your browser does not support JavaScript!