Download Now Banner

This browser does not support the video element.

ବିଶୋଇ: ବିଶୋଇ ଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରତିଷ୍ଠା ଦିବସ ପାଳିତ

Bisoi, Mayurbhanj | Oct 15, 2024
ଆଜି 9 ଟା ସମୟରେ ୧୯୨୫ ମସିହା ବିଶୋଇ ଶାଖାର ବଂଶୀଧର ଦାସ୍,ଭୀମ ଚରଣ ସର୍ଦାର,ଭୁବନ ବେହେରା, ଅଜିତ ଗିରି,ତ୍ରୋଲ୍ୟକ ବେହେରା, ରସାନନ୍ଦ ରଣା, ଗଜେନ୍ଦ୍ର ବେହେରା,ତରଣୀସେନ ରଣା, କ୍ଷିରୋଦ ମଣ୍ଡଳ, ଏସ୍ କେ ହାସେନ୍,ଲମ୍ବଧର ତୁଙ୍ଗ ସମେତ ଶତାଧ୍ଵକ ସେବକ ଉପସ୍ଥିତ ରହି ଭାରତ ବର୍ଷରେ ରାଷ୍ଟ୍ରୀୟ ସ୍ୱୟଂସେବକ (ଆର୍ ଏସ୍ ଏସ୍) ସଂଘର ପ୍ରତିଷ୍ଠା ହୋଇଥିଲା।ଏହା ମଧ୍ଯରେ ଆଜକୁ ୯୯ ବର୍ଷ ପର୍ଦାପଣ କରିଥିବା ବେଳେ ଆଗକୁ ଭାରତ ବର୍ଷକୁ ଏକ ଶୀର୍ଷ ସ୍ଥାନକୁ ପହଞ୍ଚାଇବାକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଲକ୍ଷ ରହିଛି ବୋଲି ମୂଖ୍ୟ ଅତିଥି ପଶ୍ଚିମ ମୟୂରଭଞ୍
Read More News
T & CPrivacy PolicyContact Us