This browser does not support the video element.
ମାଲକାନଗିରି: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ୧୦୦ବର୍ଷ ପୂର୍ତ୍ତି ଉତ୍ସବ ମାଉଲି ମାଙ୍କ ମନ୍ଦିରରେ ଅନୁଷ୍ଠିତ, ପ୍ରତିକ୍ରିୟା ରଖିଲେ ବିଧାୟକ ନରସିଂହ ମାଡକାମୀ
Malkangiri, Malkangiri | Sep 30, 2025
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମାଲକାନଗିରି ଜିଲ୍ଲା ଶାଖା ପକ୍ଷର ସଂଘର ୧୦୦ ବର୍ଷ ପୂର୍ତ୍ତିଉତ୍ସବ ଓ ପଥ ସଂଚଳନ ଶକ୍ତି ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ମା ମଉଲି ମା ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭା ରେ ଆର୍ ଏସ୍ ଏସ୍ ର ୧୦୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ପଥ ସଂଚଳନ ମାଧ୍ୟମରେ ଶକ୍ତି ପ୍ରଦର୍ଶନ ଓ ପଞ୍ଚମୁଖୀ କାର୍ଯ୍ୟର ବିଷୟରେ ଉପସ୍ଥାପନା କରଯାଇଛି l ଏହି କାର୍ଯ୍ୟକ୍ରମରେ ଦୀପକ କୁମାର ରାଉତ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପୂର୍ବ କ୍ଷେତ୍ର ସେବା ପ୍ରମୁଖଙ୍କ ନେତୃତ୍ୱ ଶତାଧିକ ସ୍ୱୟଂ ସେବକ ମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ।