This browser does not support the video element.
କେଗାଁଓ: ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନ ରେ ଗଣେଶ ପୂଜା ପାଳିତ
Kegaon, Kalahandi | Aug 27, 2025
ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନ ରେ ଗଣେଶ ପୂଜା ପାଳିତ ଆଜି 27ତାରିଖ ସକାଳ 9ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ଅଞ୍ଚଳରେ ଗଣେଶ ପୂଜା ପାଳିତ ହୋଇଯାଇଛି ତେବେ ଆଜି ସାରା ଦେଶ ରେ ଗଣେଶ ପୂଜା ଧୁମ ଧାମରେ ପାଳୁଥିବା ବେଳେ ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନ ଗୁଡି଼କରେ ବହୁ ଆଡମ୍ବର ରେ ଗଣେଶ ପୂଜା ପାଳିତ ହୋଇଯାଇଛି ତେବେ କେଉଁଠି ଉଚ୍ଚ ତୋରଣ ନ ତୋ କେଉଁଠି ବଡ଼ ବଡ଼ ମୂର୍ତ୍ତି ପୂଜା ପାଉଛି