This browser does not support the video element.
ଗୋବିନ୍ଦପୁର: ଭେଲୁଆଡିହି ଠାରେ ଷୋଡ ବଂଶୀୟ ଗୋଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ପାଳିତ
Govindpur, Sambalpur | Aug 28, 2025
ବାମରା ବ୍ଲକ ଗଡପୋଷ ସର୍କଲ ଅଧିନସ୍ଥ ଭେଲୁଆଡିହି ଠାରେ ଗୁରୁବାର ଦିନ ଷୋଡ ବଂଶୀୟ ଗୋଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କରିଥିଲେ।ଏଥିରେ ଅତିଥି ଭାବେ ମହୁଲ ଛାପଲ ଗ୍ରାମ୍ୟ କମିଟି ସଭାପତି ଦେବେନ୍ଦ୍ର ନାଏକ, ଦୟାନନ୍ଦ ସିଙ୍ଗ ବରିହା, ବିଶ୍ୱଜିତ ସିଙ୍ଗ ବରିହା, ରୋହିତ ନାଏକ ଓ ଜିଲ୍ଲା ଯୁବ ସଙ୍ଗଠନ ସଭାପତି ହେମନ୍ତ ନାଏକ ଯୋଗ ଦେଇ ନୂଆଖାଇ ପାଳନ ର ପରମ୍ପରା ଓ ଇତିହାସ ବିଷୟ ରେ ମତ ବ୍ୟକ୍ତ କରିଥିଲେ।