This browser does not support the video element.
ତେଲକୋଇ: ବାଲରାଇ ଗ୍ରାମର ତିନି ସାଙ୍ଗ ଗର୍ଜନଖୋଳ ଜଳପ୍ରପାତକୁ ବୁଲିବାକୁ ଯାଇ ଗଭିର ଜଳରେ ଭାସିଗଲା ଜଣେ
Telkoi, Kendujhar | Aug 30, 2025
ଅନୁଗୋଳ କେନ୍ଦୁଝର ଜିଲ୍ଲା ସୀମାନ୍ତ ପାଲଲହଡ଼ା ବ୍ଲକ୍ ନଗିରା ଗାଁ ଜଙ୍ଗଲରେ ଥିବା ଗର୍ଜନ ଖୋଲ ଜଳ ପ୍ରପାତ ରେ 3 ଜଣ ଯୁବକ ବାଲରାଇ ଗାଁର ଲିପୁନ ବେହେରା, ସେଇ ଗାଁର ଶୁଭମ୍ ପଲେଇ, ପାଖ ଗାଁ ଗୋପପୁର ଗ୍ରାମରଗିରିଧାରୀ ପଲେଇଙ୍କ ସହ ତିନିଜଣ ସାଙ୍ଗ ହୋଇ ବୁଲିବାକୁ ଯାଇଥିଲେ ସେହି ପାଣିରେ ଗାଧେଇବା ସମୟରେ ଗତକାଲି ଦିନ 2 ଟା ସମୟରେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି ।କେନ୍ଦୁଝର ଜିଲ୍ଲା ବଂଶପାଳର ଅଗ୍ନିଶମ ବାହିନୀ ଗତକାଲି ଖବର ପାଇ ଆସି ବହୁ ଖୋଜାଖୋଜି ପରେ ମଧ୍ୟ ଯୁବକଉଦ୍ଧାରହୋଇନାହାନ୍ତି।ନିଖୋଜ ଯୁବକ ଜଣଙ୍କ ବାଂଶପାଳ ବ୍ଲକ ବାଲରାଇଗ୍ରାମର,ଆଜି ଅପରାହ୍ନ ୫ଟା ୩୦ ମି ସୂଚନା