Download Now Banner

This browser does not support the video element.

ଆନନ୍ଦପୁର: ବଡ଼ରମ୍ପାସ ନିକଟରେ ସଡକ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ଯୋଗାଇଲେ ବିଧାୟକ

Anandapur, Kendujhar | Sep 5, 2025
ସଡକ ଦୁର୍ଘଟଣାରେ ଆହତ ହେଇଥିବା ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ସୁବିଧା ଯୋଗାଇଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ। ବିଧାୟକ ଶ୍ରୀଯୁକ୍ତ ସେଠୀ ଆଜି ସନ୍ଧ୍ୟା୫ଟା ବେଳେ କେନ୍ଦୁଝରରୁ ଫେରିବା ବାଟରେ ଅଣା ସମଣା ରାସ୍ତାର  ବଡରମ୍ପାସ ନିକଟରେ  ନୂଆରମ୍ପାସ ଗ୍ରାମର ଭକ୍ତ ଚରଣ ଜେନା ନାମକ ଜଣେ ବ୍ୟକ୍ତି ରାସ୍ତା ଦୁର୍ଘଟଣାରେ ଆହାତ ହୋଇଥିଲେ। ରାସ୍ତା କଡ଼ରେ କ୍ଷତାକ୍ତ ହୋଇ ପଡ଼ିଥିବା ଦେଖି ବିଧାୟକ ଶ୍ରୀଯୁକ୍ତ ସେଠୀ  ସଙ୍ଗେ ସଙ୍ଗେ ଗାଡିରୁ ଓହ୍ଲାଇ ଭକ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ସହିତ ତାଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ।
Read More News
T & CPrivacy PolicyContact Us