Install App
santoshbacha
This browser does not support the video element.
ରାୟଗଡା: ବିଜୁ ପଟନାୟକ ଅଡିଟରିଅମରେ ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଜିଲ୍ଲା ଶାଖା ବାର୍ଷିକ ସମ୍ମିଳନୀ ତଥା ସାଧାରଣ ନିର୍ବାଚନ ଅନୁଷ୍ଠିତ
Rayagada, Rayagada | Sep 5, 2025
ବିଜୁ ପଟନାୟକ ଅଡିଟରିଅମ ପରିସରରେ ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ, ରାୟଗଡା ଶାଖାର ବାର୍ଷିକ ସମ୍ମିଳନୀ ତଥା ସାଧାରଣ ନିର୍ବାଚନ ଅନୁଷ୍ଠିତ ଏଥିରେ ସଭାପତି ମନୋଜ କୁମାର ଶବର, ସଂପାଦକ ବାଳକୃଷ୍ଣ ବେହେରା, କୋଷାଧ୍ୟକ୍ଷ ସୁଧୀର କୁମାର ସେଠୀ ଓ ଅନ୍ୟ ମାନେ ଅନେକ ପଦ ରେ ନିର୍ବାଚିତ ହୋଇଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!