Download Now Banner

This browser does not support the video element.

ଦେବଗଡ: ସରକାରୀ ହାଇସ୍କୁଲ ଏନପିଏସ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଓ ଡିଇଓଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ

Debagarh, Debagarh (Deogarh) | Sep 13, 2025
ବିଭିନ୍ନ ଦାବି ନେଇ ସରକାରୀ ହାଇସ୍କୁଲ ଏନପିଏସ ତଥା ନୂତନ ପେନସନ ଯେଜାନାଭୁକ୍ତ ଶିକ୍ଷକ ସଂଘ ଦେବଗଡ ଶାଖାର ବହୁ ସଦସ୍ୟ ଓ ସଦସ୍ୟା ଆଜି ଦିନ ପ୍ରାୟ ୧ ଟାରେ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି । ୬ ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ଗଣନା କରି ୬ଟି ନୋସନାଲ ଇନକ୍ରିମେଂଟ ପ୍ରଦାନ ସମେତ ମାଧ୍ୟମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ ଦାବୀ କରାଯାଇଛି । ଉକ୍ତ ସଙ୍ଘର ସଭାପତି ବିଜୟ କୁମାର ସାହୁ ଓ ସାଧାରଣ ସମ୍ପାଦକ ସରୋଜ ରଞ୍ଜନ ବ୍ରହ୍ମାଙ୍କ ନେତୃତ୍ୱରେ ବହୁ ସଦସ୍ୟ ସଦସ୍ୟା ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
Read More News
T & CPrivacy PolicyContact Us