Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସନାତନ ପାଲି ରୁ ୨୨ ବତୋଲ କଫ ସିରପ ଜବତ , ୨ ଜଣ ଗିରଫ

Sambalpur M, Sambalpur | Sep 11, 2025
ସନାତନ ପାଲି ରୁ ୨୨ ବତୋଲ କଫ ସିରପ ଜବତ , ୨ ଜଣ ଗିରଫ ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସନାତନ ପାଲି କେନାଲ ରୋଡରୁ ଗତ ବୁଧବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ବେଆଇନ ଭାବେ ବିକ୍ରି କରୁଥିବା କଫସିରପ ,ଏକ ପତା ନିରୋସନ ଟାବଲେଟ ଓ ନଗଦ ୬ ଶହ ଟଙ୍କା ଜବତ କରି ଗୁରୁବାର ସକାଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ମାନେ ହେଲେ ବୁରୋମାଲ ର ଅକ୍ଷୟ ଡାରକା ଓ ଖଜୁରୀପାଲିର ପ୍ରମୋଦ ମିର୍ଦ୍ଧା । ଏହି ଦୁହେଁ ବେଆଇନ ଭାବେ ସନାତନ ପାଲି କେନାଲ ରୋଡ଼ରେ କଫ ସିରପ ଓ ନିଶା ଔଷଧ ବିକ୍ରି କରୁଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା।
Read More News
T & CPrivacy PolicyContact Us