Install App
santoshbaral67
This browser does not support the video element.
ନିମାପଡା: ସ୍ଥାନୀୟ ବଜାରରେ ଭଡ଼ାଘରେ ରହୁଥିବା ପତ୍ନୀ ଓ ପ୍ରେମିକକୁ ଅସଂଜତ ଅବସ୍ଥାରେ ଧରି ଉଭୟଙ୍କୁ ପୋଲିସ ଜିମା ଦେଲେ ସ୍ବାମୀ
Nimapada, Puri | Sep 9, 2025
ଆଜି ରାତି ୯ଟାରେ ନିମାପଡା ବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକ ନିଜ ଶିକ୍ଷୟତ୍ରୀ ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହ ଭଡ଼ାଘରୁ ଅସଞ୍ଜତ ଅବସ୍ଥାରେ ଧରିବା ପରେ ଉଭୟଙ୍କୁ ରାସ୍ତାରେ ଚଳାଇ ଚଳାଇ ନିମାପଡା ପୁଲିସ୍ ଜିମା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!