This browser does not support the video element.
ଜୟପୁର: ଦେଶୀ ଓ ବିଦେଶୀ ମଦ ବିକ୍ରୟ କରୁଥିବା ବେଳେ ଜୟନଗର ପରଜା ସାହିରେ ଜୟପୁର ଟାଉନ ପୋଲିସର ଚଢ଼ାଉ, ଜଣେ ଗିରଫ
Jeypore, Koraput | Aug 23, 2025
ଦେଶି ଓ ବିଦେଶି ମଦ ବିକ୍ରି କରୁଥିବା ବେଳେ ଚଢାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟନଗର ପରଜା ସାହିର ନରସିଂହ ପରଜା । ଜୟପୁର ଜୟନଗର ପରଜା ସାହିରେ ଦେଶି ଓ ବିଦେଶି ମଦ ବିକ୍ରିୟ କରୁଥିବା ସୁଚନା ପାଇ ଟାଉନ ପୋଲିସ ଚଢାଉ କରିଥିଲ।। ଚଢାଉ କରି ୨୮ ଲିଟର ଦେଶି ଓ ବିଦେଶି ମଦ ଜବତ କରି ମାମଲା ରୁଜୁ କରିଛି । ଗିରଫ ଅଭିଯୁକ୍ତ କୁ ଆଜି ଅପରାହ୍ନ ୪ଟା ୩୦ ମିନିଟ ସମୟରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ସୁଚନା ଦେଇଛନ୍ତି ।