Download Now Banner

This browser does not support the video element.

ମାଲକାନଗିରି: ବାଲିମେଳା ସହର ସ୍ଥିତ କାଳୀ ମନ୍ଦିରରେ ବ୍ରାହ୍ମଣ ସମାଜର ବୈଠକ

Malkangiri, Malkangiri | Aug 28, 2025
ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ କାଳୀ ମନ୍ଦିର ପ୍ରାଙ୍ଗଣରେ ଉତ୍କଳୀୟ ବୈଦିକ ବ୍ରାହ୍ମଣ ସମାଜ ର ପାରିବାରିକ ବୈଠକ ଦିନ ୧୧ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠରେ ବାଲିମେଳା ଓ ନିଳାକାମ୍ବେରୁ ଅଞ୍ଚଳର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ପରିବାର ଏହି ବୈଠକ ରେ ଯୋଗ ଦେଇଥିଲେ। ବୈଠକ ଆରମ୍ଭରେ ଶ୍ରୀ ଦୁର୍ଗାମାଧବ ଙ୍କ ତୈଳ ଚିତ୍ର ରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବୈଠକ ରେ ସଭାପତି ଶାରଦା ପ୍ରସାଦ ଦାସ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ପଦ୍ମନାଭ ପଣ୍ଡା, ବରିଷ୍ଠ ପୁରୋହିତ ରଙ୍କନିଧି ରଥଶର୍ମା, ଗଜେନ୍ଦ୍ର ମହାନ୍ତି,
Read More News
T & CPrivacy PolicyContact Us