This browser does not support the video element.
ଫୁଲବାଣୀ ସହର: ଜିଲ୍ଲାକୁ ଆସନ୍ତାକାଲି ସକାଳ 8 ଟା 30 ମିନିଟ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କଲା ରାଜ୍ୟ ପାଣିପାଗ ବିଭାଗ
Phulabani Town, Kandhamal | Aug 27, 2025
କନ୍ଧମାଳ ଜିଲ୍ଲା କୁ ଆସନ୍ତାକାଲି 28ତାରିଖ ସକାଳ 8ଘଣ୍ଟିକା 30ମିନିଟ ପଯ୍ୟନ୍ତ ଓ୍ୱଲ ଓ୍ୱଣ୍ଣୀ ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ ଏହି ସୁଚନା ଟି ବୁଧବାର 1ଘଣ୍ଟିକା 30ମିନଟ୍ ସମୟରେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି , କନ୍ଧମାଳ ରେ ଗତ ଦୁଇ ଦିନ ହେଲା କିଛି ଜାଗାରେ ଵର୍ଷା ଲାଗି ରହିଥିବା ନେଇ ପାଣିପାଗ ଉପରେ ସତର୍କତା ସୁଚନା ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ, ଆସନ୍ତାକାଲି ତାରିଖ28ତାରିଖ ଠାରୁ ଆରମ୍ଭ ଅରି 28ତାରିଖ ସକାଳ 8ଘଣ୍ଟିକା 30ମିନିଟ ପାଗ ପଯ୍ୟନ୍ତ ଏହି ଓ୍ୱଲ ଓ୍ୱର୍ଣ୍ଣୀ ଜାରି କରାଯାଇଛି, ଜିଲ୍ଲା ରେ ପ୍ରବଳ ବର୍ଷାସହ ଘଡଘଡି ସହ 30ରୁ