Download Now Banner

This browser does not support the video element.

ଢେଙ୍କାନାଳ ସଦର: ଗଦାଶିଳା ବିଦ୍ୟାଳୟରୁ ୨ ବାଇକ ଜବତ,୨ ଯୁବକ ଅଟକ

Dhenkanal Sadar, Dhenkanal | Aug 25, 2025
ଢେଙ୍କାନାଳ ସଦର ଥାନା ଗଦାଶିଳା ଗ୍ରାମରେ ଥିବା ଶଙ୍କର ପ୍ରତାପ ପୁର ବିଦ୍ୟାଳୟରୁ ସୋମବାର ଅପରାହ୍ନ ୫ଟାରେ ୨ ବାଇକ ଜବତ କରିବା ସହିତ ୨ ଜଣ ଯୁବକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଚଳାଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଗଦାଶିଳା ଗ୍ରାମପଞ୍ଚାୟତର ବିଦ୍ୟାଳୟରେ କାହାକୁ କିଛି ନ ଜଣାଇ ୨ଜଣ ଯୁବକ ରହୁଥିବାବେଳେ ସରପଞ୍ଚ ପ୍ରତାପ କୁମାର ସାହୁ ସଦର ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ପୋଲିସ ଓ ଓଡ଼ାପଡ଼ା ବ୍ଲକ ପକ୍ଷରୁ ଚଢାଉ କରାଯାଇଥିଲା ।
Read More News
T & CPrivacy PolicyContact Us