This browser does not support the video element.
ଫୁଲବାଣୀ ସହର: ବାଲିଗୁଡା ଥାନାରେ ଏକ ପୁରୁଣା ମାମଲାରେ ଜଣେ ଯୁବକଙ୍କୁ କରାଗଲା କୋର୍ଟଚାଲାଣ
Phulabani Town, Kandhamal | Aug 23, 2025
ବାଲିଗୁଡା ଥାନା ରେ ଏକ ପୁରୁଣା ମାମଲା ଦିପକ ନାମକ ଯୁବକ 104/2025 ରେ ପୁଣିଥରେ ଗରଫ ହଇ କର୍ଟ ଚାଲାଣ କକରିଯାଇଛି, ଶନିବାର ରାତି 7ଘଣ୍ଟିକା ସମୟରେ ବାଲିଗୁଡା କର୍ଟ ଚାଲାଣ କରାଯାଇଛି,ସୁଚନା ମୁତାବକ ଏକ ପୁରୁଣା ଡ୍ରଗସ ଚାଲାଣ ମାମଲାରେ ଦିପକ ଙ୍କ ନାମରେ ଓ୍ୱରେଣ୍ଟ ଥିଲା ଏହାକୁ ଆଧାର କରି ବାଲିଗୁଡା ଥନାରେ ଦିପକ ଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି, ଉକ ମାମରେ ଜାଲି ତଦନ୍ତକାରୀ ଅଧିକାରୀ ଦାୟିତ୍ୱ ରେ ଅଛନ୍ତି