This browser does not support the video element.
ପାଲଲହଡା: ବିଜିଗୋଳରେ ଥିବା ସୋସାଇଟି ବ୍ୟାଙ୍କ ଅନ୍ୟତ୍ର ସ୍ଥାନାନ୍ତରଣ ନକରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର
Palalahada, Angul | Sep 18, 2025
କଣିହାଁ ବ୍ଲକର ବିଜିଗୋଳ ଗ୍ରାମ ପଞ୍ଚାୟତ ସ୍ଥିତ ବିଜିଗୋଳ ଗ୍ରାମରେ ଦୀର୍ଘ ୩୩ ବର୍ଷ ହେବ ଚଳିଆସୁଥିବା ଥିବା ସୋସାଇଟି ବ୍ୟାଙ୍କଟିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାନଯିବା ପାଇଁ AUCC ବ୍ଯାଙ୍କ ଅନୁଗୁଳର ମୁଖ୍ୟ ଅଧିକାରୀ ଓ ଜିଲ୍ଲାପାଳ ଅନୁଗୁଳଙ୍କ ନିକଟରେ ଗୁରୁବାର ସକାଳ ୧୧ ଘଟିକା ସମୟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ।