This browser does not support the video element.
ଭଞ୍ଜନଗର: ଜଗନ୍ନାଥପ୍ରସାଦ କୋକଳବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
Bhanjanagar, Ganjam | Aug 25, 2025
ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ କୋକଳବା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଅଭିଯୋଗ ସୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ସୁଣାଣି କାର୍ଯ୍ୟକ୍ରମ ଅ।ଜି ଦିନ 11 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଯାଇଥିବାର ଖବର ମିଳିଥିବା ବେଳେ ଭଂଜନଗର ଉପ-ଜିଲ୍ଲାପାଳ ଓ ଜଗନ୍ନାଥପ୍ରସାଦ ବ୍ଲକର ବିଡିଓ ଯୋଗଦେଇ ସାଧାରଣ ଜନତାଙ୍କ ଅଭିଯୋଗ ସୁଣିଥିଲେ । ଏଥିସହ ସାଧାରଣ ଜନତାଙ୍କ ଅଭିଯୋଗକୁ ଗୁରୁତ୍ଵ ଦେଇ ତାହାର କିଭଳି ଭାବରେ ସମାଧାନ କରାଯାଇ ପାରିବ ସେ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।