This browser does not support the video element.
କୋରାପୁଟ ସହର: କୋରାପୁଟ ସଦର ମହାଦେଇପୁଟ ବିଜେପି ତରଫରୁ ମଣ୍ଡଳ ସ୍ତରୀୟ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ ।
Koraput Town, Koraput | Oct 10, 2025
କୋରାପୁଟ....କୋରାପୁଟ ସଦର ମହାଦେଇପୁଟ ବିଜେପି ତରଫରୁ ମଣ୍ଡଳ ସ୍ତରୀୟ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ ଉପସ୍ଥିତ ରହି ପ୍ରଧାନମନ୍ତ୍ରି ଙ୍କର ଆତ୍ମ ନିଭର ଭାରତ ସଂକଳ୍ପ ଅଭିଯାନ କି ଭଳି ଆଉରି ଅଧିକ ସୃଦୃଡ ହୋଇପାରିବ ସେ ନେଇ କର୍ମି ଏବଂ ଳୋକଙ୍କୁ କହିଥିଲେ।ଏ ନେଇ ଉପସ୍ଥିତ ରହିଥିବା ସମସ୍ତ କର୍ମୀଙ୍କୁ ବିଧାୟକ ଶପଥ ପାଠ କରାଇ ଥିଲେ। ଆଜି ର କାର୍ଯ୍ୟକର୍ମ ରେ ଅନ୍ୟ ମାନକ ମଧ୍ୟରେ ବିଜେପି ର ଅନେକ ନେତା ସହ କର୍ମୀ ଉପସ୍ଥିତ ଥିଲେ