This browser does not support the video element.
ଗୋବିନ୍ଦପୁର: ବାମରା ବ୍ଲକ କାର୍ଯ୍ୟାଳୟ ରେ ଆୟୋଜିତ ମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ ରେ ବ୍ଲକ ପ୍ରଶାସନ ପକ୍ଷରୁ ସାମ୍ବାଦିକ ଙ୍କୁ ଅଣଦେଖା ଅଭିଯୋଗ
Govindpur, Sambalpur | Aug 24, 2025
ବାମରା ବ୍ଲକ କାର୍ଯ୍ୟାଳୟ ରେ ରବିବାର ଦିନ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ରବିନାରାୟଣ ନାଏକ ଙ୍କ ସରକାରୀ ଗସ୍ତ କାର୍ଯ୍ୟକ୍ରମ ଓ ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା। ମାତ୍ର ବାମରା ବିଡିଓ ପୁଷ୍ପକ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମ ରେ ସାମ୍ବାଦିକ ମାନଙ୍କୁ କୌଣସି ସୂଚନା ପ୍ରଦାନ କରିନଥିଲେ। ପୂର୍ବରୁ ମଧ୍ୟ ବିଡିଓ ଶ୍ରୀ ପ୍ରଧାନ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ରହିଛି। ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାମ୍ବାଦିକ ସଙ୍ଘ ପକ୍ଷରୁ ରବିବାର ସନ୍ଧ୍ୟା ୫ ଟା ସମୟରେ ଅଭିଯୋଗ କରାଯାଇଛି।