This browser does not support the video element.
ତେଲକୋଇ: ଆକସନ ମୁଡ଼ରେ ତେଲକୋଇ ପୁଲିସ୍ , ଗୁଟଖା ତମାଖୁ ,ମାଦକ ଦ୍ରବ୍ୟକୁ ନେଇ ଛାନଭିନ
Telkoi, Kendujhar | Sep 8, 2025
କେନ୍ଦୁଝର ଜିଲ୍ଲାରେ ଆଜି ନାର୍କୋ ଟେକ୍ସ ଚାଲିଥିବାବେଳେ.ତେଲକୋଇ ଥାନା ଅଧିକାରୀ କଂ ଏକ ସ୍ଵତନ୍ତ୍ର ଟିମ ତେଲକୋଇ ବଜାର ଅଞ୍ଚଳର କୋଣ ଅନୁକୋଣରେ ଥିବା ଦୋକାନ ଗୁଡ଼ିକରେ ଆଜି ରାତ୍ରୀ ସାତଟା ତିରିଶ ମିନିଟ ସମୟରେ , ମାଦକ ଦ୍ରବ୍ୟ ଗୁଟଖା , କୁ ନେଇ ଛାନଭିନ କରିଛନ୍ତି । ପାଞ୍ଚଟି ଦୋକାନ କୁ ଛାନଭିନ କରିଥିବା ବେଳେ ତିନୋଟି ଦୋକାନରୁ ବିପୁଳ ପରିମାଣର ଗୁଟଖା ମାଦକ ଦ୍ବବ୍ୟ ସିଜ କରି ଛନ୍ତି । ଏହାକୁ ନେଇ ତେଲକୋଇ ବ୍ଲକ ଅଞ୍ଚଳ ର ଦୋକାନ ଗୁଡ଼ିକ ସଚେତନ ହୋଇଛନ୍ତି ।