Download Now Banner

This browser does not support the video element.

ଫୁଲବାଣୀ ସହର: ବାଲିଗୁଡା SDPO କାଯ୍ୟାଳୟ SDPOଙ୍କ ଚ୍ୟାମ୍ବର ଖଣ୍ଡ ହଇ ଭାଙ୍ଗିଲା ସିଲିଂ

Phulabani Town, Kandhamal | Aug 28, 2025
ବାଲିଗୁଡା SDPO କାଯ୍ୟାଳୟ SDPOଙ୍କ ଚ୍ୟାମ୍ବର ଖଣ୍ଡ ହଇ ଭାଙ୍ଗିଲା, ଅଳ୍ପକେ ବର୍ତିଲେ ବାଲିଗୁଡା SDPO ଗୁରବାର ଦିନ 12ଘଣ୍ଟିକା ସମୟରେ ପୁର୍ତ ବିଭାଗ ର ସୁଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବାଲିଗୁଡା SDPO IPS ରମେନ୍ଦ୍ର ପ୍ରସାଦ ଙ୍କ ଚ୍ୟାମ୍ବର ହଠାତ ସିଲଂ ଖଣ୍ଡ ଖଣ୍ଡ ହଇ ଭାଙ୍ଗିଯାଇଛି, ଯଦି ଏହି ସିଲଂ ଅଫିସ ସମୟରେ ଭାଙ୍ଗିଥାନ୍ତା ତେବେ ଗଟାଏ IPS ଅଧିକାରୀ ଙ୍କ ଅବସ୍ଥା କଣ ହଇଥାନ୍ତା , ସୁଚନା ଅନୁସାରେ ସମ୍ପୁର୍ଣ୍ଣ SDPOକାଯ୍ୟାଳୟ ଟି ବର୍ଷାପାଣି ଲିକେଜ ରହୁଛି, ଏଥି ନିମନ୍ତେ ଗତ ବର୍ଷ ପୁର୍ତ ବିଭାଗ ପକ୍ଷରୁ ଗ୍ରୀଡିଂକାମ କରାଯାଇଥିଲା, ବଲ୍ଡିଙ୍ଗ ଟି ମଧ୍ୟ 201
Read More News
T & CPrivacy PolicyContact Us