Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତାପାରି-୩ ଗ୍ରାମରେ ରହୁଥିବା ସବିତା ମୁଦୁଲି ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା, ତଦନ୍ତ ଜାରି

Malkangiri, Malkangiri | Sep 8, 2025
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି -୩ ପଞ୍ଚାୟତ ଅଧିନସ୍ତ ଚିତାପାରି-୩ ଗ୍ରାମରେ ରହୁଥିବା ପୂର୍ଣ୍ଣ ମୁଦୁଲୀ ନାମକ ବ୍ୟକ୍ତିଙ୍କ ଝିଅ ସବିତା ମୁଦୁଲୀ- (୩୦)କୌଣସି କାରଣରୁ ଗତ ଶନିବାର ସନ୍ଧ୍ୟାରେ ନିଜ ବାପାଙ୍କ ଘରେ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ସାଇଣ୍ଟିଫିକ ମଧ୍ୟ ତଦନ୍ତ ଆରମ୍ଭ କରିଚି।
Read More News
T & CPrivacy PolicyContact Us