This browser does not support the video element.
ରାୟଗଡା: ସାରଦାପୁର କାଜୁ ଫିଲଡ ନିକଟରେ ୩୪୫ କେଜି ଗଞ୍ଜେଇ ଜବତ କଲା ପଦ୍ମପୁର ପୋଲିସ
Rayagada, Rayagada | Mar 8, 2025
ଶନିବାର ଅପରାହ୍ନରେ ପଦ୍ମପୁର ପୋଲିସ ସାରଦାପୁର କାଜୁ ଫିଲଡ ନିକଟରେ ଚଢ଼ାଉ କରି ୩୪୫ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପିଏସ କେଶ୍ ନମ୍ବର ୩୩/୨୦୨୫ ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।