Download Now Banner

This browser does not support the video element.

ଛତ୍ରପୁର: ଛତ୍ରପୁର ଠାରେ ପ୍ରେସ କ୍ଳବର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ

Chhatrapur, Ganjam | Sep 12, 2025
ଛତ୍ରପୁର ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ଲାଗି ଶୁକ୍ରବାର ଅପରାହ୍ନରେ ୪ ନିର୍ବାଚନ ଶେଷ ହୋଇଛି l ସଭାପତି ଭାବେ ସରୋଜ ସାମଲ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଅଜିତ କୁମାର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି l ସେହିପରି ଉପସଭାପତି ଭାବେ ପ୍ରଦୀପ କୁମାର ସାହୁ, ସହ- ସମ୍ପାଦକ ଭାବେ ସନ୍ତୋଷ କୁମାର ସାହୁ ଓ କୋଷାଧ୍ୟକ୍ଷ ଭାବେ ଖିରୋଦ ଚନ୍ଦ୍ର ସାହୁ ନିର୍ବାଚିତ ହୋଇଛନ୍ତି।
Read More News
T & CPrivacy PolicyContact Us