This browser does not support the video element.
ନୂଆପଡା: ନୂଆପଡ଼ା ରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ନୂଆପଡ଼ା ଉପନିର୍ବାଚନ କୁ ନେଇ ସମୀକ୍ଷା
Nuapada, Nuapada | Sep 28, 2025
ଆଜି ଦିନ ସାଢେ ତିନିଟା ସମୟରେ ନୂଆପଡ଼ା ଗସ୍ତରେ ଆସି ପହଂଚିଥିଲେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସଚିନ ରାମଚନ୍ଦ୍ର ଯାଦବ। ସେ ଏହି ଗସ୍ତ କାଳରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ନୂଆପଡ଼ା ଉପ ନିର୍ବାଚନ ର ସମୀକ୍ଷା କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାସ ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ଉପ ଜିଲ୍ଲାପାଳ ସୂର୍ମି ସୋରେନ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ନିର୍ବାଚନ ସହ ସମ୍ପର୍କିତ ଅଧିକାରୀ ମାନେ ଉପସ୍ଥିତ ଥିଲେ।