Download Now Banner

This browser does not support the video element.

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲାର ୫୦ ଜଣ ଯୋଗ ପ୍ରଶିକ୍ଷକ ବଲାଙ୍ଗୀର ରେ ସମ୍ବର୍ଦ୍ଧିତ,ଜିଲ୍ଲାରେ ଖୁସିର ଲହରୀ

Dunguripali, Subarnapur (Sonepur) | Mar 24, 2025
ସୂଚନା ଅନୁସାରେ କୋଶଳ କଲ।ମଣ୍ଡଲ ପଡ଼ିଆ ବଲାଙ୍ଗିର ଠାରେ ଅନୁଷ୍ଠିତ ପଞ୍ଚ ଦିବସୀୟ ବିଶାଳ ଯୋଗ ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଯୋଗ ଶିକ୍ଷକ ସମ୍ବର୍ଧିତ ହୋଈଛନ୍ତି । ଆଜି ପରମ ଆଦରଣୀୟ କେନ୍ଦ୍ରୀୟ ଭାରତ ସ୍ୱାଭିମାନ ପ୍ରଭାରୀ ସ୍ବାମୀ ରାମଦେବ ଜି ମହାରାଜଙ୍କ ପଟ୍ଟ ଶିଷ୍ୟ ସ୍ବାମୀ ପରମାର୍ଥ ଦେବଜି ମହାରାଜ ଙ୍କ ଦ୍ଵାରା ଜିଲ୍ଲାର 50 ଜଣ ଯୋଗ ଶିକ୍ଷକ ଓ ଶିଖିକା ସମର୍ଧିତ୍ ହୋଈ ଛନ୍ତି ।
Read More News
T & CPrivacy PolicyContact Us