Install App
jagatsinghpurnews31
This browser does not support the video element.
ଜଗତସିଂହପୁର: ଜଗତସିଂହପୁର ଅବକାରୀ ବିଭାଗ ପକ୍ଷରୁ ପୁରୁଣା କୋର୍ଟ ଛକ ନିକଟରେ ଚଢ଼ାଉ, ବିପୁଳ ପରିମାଣରେ ଧଳା ଜହର ଜବତ ସହ ସମ୍ପୃକ୍ତ ଅଭିଯୁକ୍ତ ଗିରଫ
Jagatsinghapur, Jagatsinghpur | Aug 23, 2025
ଜଗତସିଂହପୁର ଅବକାରୀ ବିଭାଗ ପକ୍ଷରୁ ପୁରୁଣା କୋର୍ଟ ଛକ ନିକଟରେ ଚଢ଼ାଉ ବିପୁଳ ପରିମାଣରେ ଧଳା ଜହର ଜବତ ସହ ସମ୍ପୃକ୍ତ ଅଭିଯୁକ୍ତ ଗିରଫ l ସୂଚନା ମୁତାବକ ଜଗତସିଂହପୁର ସଦର ମହକୁମା ଅଞ୍ଚଳ ରେ ଜିଲ୍ଲା ଅବକାରୀ ବିଭାଗ ରେ ଗୋଟେ ଟିମ ଆଗୁଆ ସୂଚନା ପାଇଁ ଅତର୍କ୍ରିତ ଭାବେ ଚଢ଼ାଉ କରି 135 ଗ୍ରାମ ର ଧଳା ଜହର ଜବତ କରିବା ସହିତ ଏହି କରବାର କରୁଥିବା ସମ୍ପୃକ୍ତ ଅଭିଯୁକ୍ତ ଓହଳ ଗ୍ରାମର ମିର୍ଜା ଅକ୍ଟର ବେଗ କୁ ଗିରଫ କରିଛି ଅବକାରୀ ବିଭାଗ l
Share
Read More News
T & C
Privacy Policy
Contact Us
Your browser does not support JavaScript!