Download Now Banner

This browser does not support the video element.

ତେଲକୋଇ: ଉତ୍ସବ ମୁଖର ଗାଁଠୁ ସହର ଅଗ୍ରପୂଜ୍ୟ ଗଜାନନ, ମା ଖୁଦୁରୁକୁଣିଙ୍କୁ ହସିହସି ବିଦାୟ ଦେଉଛନ୍ତି ତେଲକୋଇ ଅଞ୍ଚଳବାସି

Telkoi, Kendujhar | Sep 2, 2025
ତେଲକୋଇ ଅଞ୍ଚଳର , କନ୍ତଲେଇ , ଆକୁଳ ,ଦୁଲ୍ଲଭ ପୁର ,ଛାମୁଣ୍ଡା ଇତ୍ୟାଦି ଅନେକ ଗାଁ ଅଞ୍ଚଳରେ ଆଜି ଅତି ଆଡ଼ମ୍ବରର ପଟୁଆରରେ ବିଦାୟ ଦେଉଛନ୍ତି ଅଗ୍ରପୂଜ୍ୟ ଗଜାନନଙ୍କ ସମେତ ମା' ଖୁଦୁରୁକୁଣିଙ୍କୁ । ଏକ ଭାଇଚାରାର ନିବିଡ଼ ସମ୍ପର୍କ କୁ ମଜଭୂତ କରୁଛି ଏହି ପରମ୍ପରା । ମଙ୍ଗଳବାର ରାତ୍ରୀ ୧୨ଟା ସମୟର ପ୍ରତୀଛବି |
Read More News
T & CPrivacy PolicyContact Us