This browser does not support the video element.
ଛତ୍ରପୁର: ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜଳସେଚନ ପ୍ରକଳ୍ପ ସମୀକ୍ଷା
Chhatrapur, Ganjam | Sep 11, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଜଳସେଚନ ପ୍ରକଳ୍ପ ସମୀକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅପରାହ୍ନରେ ସଭାରେ କଂସାରୀଗଣ୍ଡ ଅନ୍ତ ନଦୀ ଜଳ ସଂରକ୍ଷଣ ପ୍ରକଳ୍ପ, TATA SEZ କୁ ଜଳ ଯୋଗାଣ, ତାମ୍ପରା ହ୍ରଦ ପୁନରଉଦ୍ଧାର ଓ ପିପଳପଙ୍କା ଡ୍ୟାମ ପ୍ରଗତି ବିଷୟରେ ଆଲୋଚନା କରାଯାଇଛି।