Download Now Banner

This browser does not support the video element.

ଖଲ୍ଲିକୋଟ୍: ପୁରୁଣା ପୋଷ୍ଟ ଅଫିସ ସାହିରେ ବିଜେପି ନେତାଙ୍କ ପୁଅଙ୍କୁ ଆକ୍ରମଣ ଓ ଅପହରଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ପୋଲିସ

Khalikote, Ganjam | Aug 26, 2025
ପୁରୁଷୋତ୍ତମପୁର ସହର ପୁରୁଣା ପୋଷ୍ଟଅଫିସ ସାହିରେ ଗତ ରବିବାର ରାତିରେ ବରିଷ୍ଠ ବିଜେପି ନେତା ପୃଥିବୀରାଜ ମହାପାତ୍ରଙ୍କ ପୁଅ ଶୁଭଅର୍ପିତ ମହାପାତ୍ରଙ୍କୁ ଆକ୍ରମଣ କରାଯାଇଛିି। ଏହା ସହ ଅପହରଣ କରିନେବାକୁ ଉଦ୍ୟମ ଅଭିଯୋଗରେ ପୋଲିସ ସୋମବାର ଦିନ ତିନିଜଣ ଯୁବକଙ୍କୁ ଗିରଫ କରି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଗିରଫ ଯୁବକ ମାନେ ହେଲେ କିରଣ କୁମାର ସାହୁ, ନିଲୁ କୁମାର ସାମସଲ ଓ ନାରାୟଣ ଗୌଡ ବୋଲି ଜଣା ପଡିଛି ।
Read More News
T & CPrivacy PolicyContact Us