This browser does not support the video element.
ଗୋବିନ୍ଦପୁର: ଗୋବିନ୍ଦପୁର ଗୌନ୍ତିଆପଡ଼ା ଠାରେ ସାନ ଭାଇ ର ମାଡ଼ରେ ବଡ଼ ଭାଇ ଆହତ, ଥାନାରେ ଅଭିଯୋଗ
Govindpur, Sambalpur | Sep 6, 2025
ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁର ଗୌନ୍ତିଆପଡ଼ା ର ଶ୍ରୀଧର ଜୟପୁରିଆ ଓ ଅନ୍ୟ ଜଣେ ବ୍ୟକ୍ତି ଙ୍କ ମଧ୍ୟରେ ଶନିବାର ଦିନ କୌଣସି କଥା କୁ ନେଇ ଗଣ୍ଡଗୋଳ ହୋଇଥିବାବେଳେ ଏହାକୁ କେନ୍ଦ୍ର କରି ସାନ ଭାଇ ଶ୍ରୀକାନ୍ତ ଜୟପୁରିଆ ଶ୍ରୀଧର କୁ ନିସ୍ତୁକ ମାଡ ମାରିଥିଲେ। ଫଳରେ ଶ୍ରୀଧର ଆହତ ହୋଇଥିବା ବେଳେ ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ପରେ ଏନେଇ ଗୋବିନ୍ଦପୁର ଥାନା ରେ ଅଭିଯୋଗ ହୋଇଛି।