This browser does not support the video element.
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତନେସନାଲପାର୍କ ଜଙ୍ଗଲ ରେ ଜବାନ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ ରେ ଦୁଇ ମାଓବାଦୀ ନିହତ
Malkangiri, Malkangiri | Sep 12, 2025
ଯବାନ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ ରେ ଦୁଇ ହାର୍ଡକୋର ମାଓବାଦୀ ନିହତ। ମାଲକାନଗିରି ଜିଲ୍ଲା ସୀମାନ୍ତ ନେସନାଲପାର୍କ ଜଙ୍ଗଲ ରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ବଡ଼ ଧରଣର ଗୁଳିବିନିମୟ ଜାରି ରହିଛି। ପୋଲିସର ଏନକାଉଣ୍ଟର ରେ ଦୁଇ ହାର୍ଡକୋର ମାଓବାଦୀ ଙ୍କ ମୃତଦେହ ଉଦ୍ଧାର କରିଛି ସୁରକ୍ଷାକର୍ମୀ। ଆହୁରି ଅଧିକା ମାଓବାଦୀ ମୃତ୍ୟୁ ହୋଇଥିବା ଆଶଙ୍କା କରୁଛି ପୋଲିସ। ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ0ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ।ଏବେବି ଗୁଳି ବିନିମୟ ଜାରି ରହିଛି।