Download Now Banner

This browser does not support the video element.

ନୂଆପଡା: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଭିନ୍ନ କ୍ଷମ ବ୍ଲକ୍ କୁମାର ଜଗତ ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଦଶ ଲକ୍ଷ ଟଙ୍କା ସହାୟତା ପ୍ରଦାନ

Nuapada, Nuapada | Sep 10, 2025
ନୂଆପଡ଼ା ଜିଲ୍ଲାପାଳ ମଧୁସୁଦନ ଦାସ ଙ୍କ ସହାୟତାରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଧୋର୍ଲାମୁଣ୍ଡା ପଞ୍ଚାୟତ ଛତା ଗ୍ରାମର ଭିନ୍ନକ୍ଷମ ବ୍ଲକ୍ କୁମର ଜଗତ ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଦଶ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି।ଆଜି ସନ୍ଧ୍ୟା ଛଅଟା ସମୟରେ ନୂଆପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ କୁମର ଙ୍କ ଇତ ପର୍ଶୁ ଜଗତ ଙ୍କୁ ଜିଲ୍ଲାପାଳ ଏହି ଚେକ୍ ପ୍ରଦାନ କରିଥିଲେ।ଏହି ଅବସରରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶେଖ୍ ନସିମ ମଧ୍ୟ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us